17 |
ତୁମ୍ଭମାନଙ୍କର ଏହି ୟୁଦ୍ଧ ରେ ୟୁଦ୍ଧ କରିବା ଦରକାର ନାହିଁ। ତୁମ୍ଭମାନେେ ନିଜ ସ୍ଥାନ ରେ ଦୃଢ଼ ହାଇେ ଠିଆ ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ, ଏହା ତୁମ୍ଭମାନେେ ନିଜେ ଦେଖିବ। ତୁମ୍ଭେ ଯିହୁଦା ଓ ୟିରୁଶାଲମର ଲୋକମାନେ, ଭୟ କର ନାହିଁ, ବିବ୍ରତ ହୁଅ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ସଙ୍ଗ ରେ ଅଛନ୍ତି ଏଣୁ ଆସନ୍ତାକାଲି ଏହି ଲୋକମାନଙ୍କ ବିରୁଦ୍ଧ ରେ ବାହାରି ୟାଅ।"'
|
20 |
ଯିହାଶାଫେଟ୍ଙ୍କ ସୈନ୍ଯଦଳ ପ୍ରଭାତ ରେ ତକୋଯର ମରୁଭୂମି ମଧ୍ଯକୁ ୟୁଦ୍ଧ ପାଇଁ ୟାତ୍ରା କଲେ। ସମାନେେ ୟାତ୍ରାରମ୍ଭ କରିବା ସମୟରେ ଯିହାଶାଫେଟ୍ ଉଠି ଠିଆ ହେଲେ ଓ କହିଲେ, "ଯିହୁଦା ଓ ୟିରୁଶାଲମର ସମସ୍ତ ଲୋକ ମାେ' କଥା ଶୁଣ। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କଠା ରେ ବିଶ୍ବାସ ରଖ, ତବେେ ତୁମ୍ଭମାନେେ ଦୃଢ଼ ରୂପେ ଠିଆ ହାଇେ ପାରିବ। ସଦାପ୍ରଭୁଙ୍କର ଭବିଷ୍ଯତ୍ବକ୍ତାମାନଙ୍କଠା ରେ ବିଶ୍ବାସ ରଖ। ତୁମ୍ଭମାନେେ କୃତକାର୍ୟ୍ଯ ହବେ।"
|
25 |
ୟିହୋଶାଫଟ୍ ଓ ତାଙ୍କର ସୈନ୍ଯଦଳ ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ଯ ପଦାର୍ଥସବୁ ଲୁଟି ନବୋକୁ ଆସିଲେ। ସମାନେେ ଅନକେ ବହୁମୂଲ୍ଯ ଦ୍ରବ୍ଯ ପାଇଲେ। ଯିହାଶାଫେଟ୍ ଓ ତାଙ୍କର ସୈନ୍ଯଦଳ ସହେି ଦ୍ରବ୍ଯଗୁଡ଼ିକୁ ନିଜ ନିମନ୍ତେ ନେଲେ। ସହେି ଦ୍ରବ୍ଯଗୁଡ଼ିକ ଯିହାଶାଫେଟ୍ ଓ ତାଙ୍କ ଲୋକମାନଙ୍କର ବହନ କରିବାର ସାମର୍ଥ୍ଯଠାରୁ ୟଥେଷ୍ଟ ଅଧିକ ଥିଲା। ମୃତ ଶରୀରଗୁଡ଼ିକ ନିକଟରୁ ସହେି ବହୁମୂଲ୍ଯ ଦ୍ରବ୍ଯଗୁଡ଼ିକ କାଢିବା ନିମନ୍ତେ ସମାନଙ୍କେୁ ତିନିଦିନ ଲାଗିଲା, କାରଣ ତାହା ପ୍ରଚୁର ଥିଲା।
|
37 |
ଏହାପରେ ଇଲୀଯଷେର ଯିହାଶାଫେଟ୍ଙ୍କ ବିରୁଦ୍ଧ ରେ ଭବିଷ୍ଯତବାଣୀ କଲେ। ଇଲୀଯଷେର୍ଙ୍କ ପିତାଙ୍କର ନାମ ଥିଲା ଦୋଦବାହୁ। ଇଲୀଯଷେର ମା ରଶାେ ସହରନିବାସୀ ଥିଲେ। ସେ କହିଲେ, "ଯିହାଶାଫେଟ୍, ତୁମ୍ଭେ ଅହସିଯଙ୍କ ସହିତ ୟୋଗ ଦଲେ, ଏଥିନିମନ୍ତେ ସଦାପ୍ରଭୁ ତୁମ୍ଭର ସମସ୍ତ କର୍ମ ନଷ୍ଟ କରିବେ।" ସବୁ ଜାହାଜଗୁଡ଼ିକ ଭାଙ୍ଗିଗଲା, ତେଣୁ ଯିହାଶାଫେଟ୍ ଓ ଅହସିଯ ସଗେୁଡ଼ିକୁ ତର୍ଶୀଶକୁ ପଠାଇ ପାରିଲେ ନାହିଁ।
|